Rezultati pretraživanja
  1. 2. velj

    DS Diaries: A picture I wish to treasure - baby happy in my arms, shows little interest to get back to her mother, curious about all the noise that clicking cameras create Hospital

  2. A person of , died in an accident at a restaurant in Nakarokugo, Ota Ward , .I request to to help in the transportation of his mortal remains

    Prikaži ovu nit
  3. Please coordinate with state government to build a new yard/terminal for halts of goods train in-between JKPR AND JJKR OF For smoth flow of traffic

  4. "ଡ୍ୟୁଟି ସମୟରେ କ୍ଲିନିକରେ ଚାଲିଛି ରୋଗୀ ସେବା" Kindly look into this on priority and do the needful.

  5. prije 13 sati

    || କଳିଙ୍ଗନଗର ନୀଳାଚଳ ଇସ୍ପାତ ନିଗମ କାରଖାନାରେ ଶ୍ରମିକ ଅଶାନ୍ତି । ୩ ମାସ ବକେୟା ଦରମା ଦାବିରେ କାରଖାନା ସମ୍ମୁଖରେ ଶ୍ରମିକ ଓ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ ।

  6. 2. velj
  7. 2. velj

    ମୁଁ ଗର୍ବିତ, ମୁଁ . ଯାଜପୁର ର କୁସୁମା ବୁଲି ଲାଗୁଛି ଏହା ର କୌଣସି ସ୍ଥାନ . .

  8. 1. velj

    ଯାଜପୁରରେ ଚିକିତ୍ସା ଅଭାବରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ: ମୃତକ ଦଶରଥପୁର ବ୍ଲକ ଚଣ୍ଡୀପୁର ଗାଁର ରୁବିସ୍ମିତା ବେହେରା ।ଡାକ୍ତରଖାନା ନିକଟ ରାସ୍ତା ଅବରୋଧ କଲେ ପରିବାର ଲୋକେ

  9. 1. velj

    || ଟ୍ରେନରେ ପ୍ରେମୀଯୁଗଳଙ୍କୁ କୋଳାକୋଳି ହେବା ମହଙ୍ଗା ପଡ଼ିଲା, ଶେଷରେ କିନ୍ନରଙ୍କ ଠାରୁ ମାଡ଼ ଖାଇଲେ ବଏଫ୍ରେଣ୍ଡ୍ ଓ ଗର୍ଲଫ୍ରେଣ୍ଡ୍ । ସର୍ବସାଧାରଣରେ ଏଭଳି କରିବାକୁ ନେଇ ନିନ୍ଦା କରି କିନ୍ନରମାନେ ଉଭୟଙ୍କୁ ମାଡ଼ ମାରିଥିବା ଭିଡିଓର ଅନୁମାନ କରାଯାଉଛି ।

  10. 1. velj

    ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ, ବିଞ୍ଝାରପୁର ବିଧାୟିକା ଓ ଅନ୍ୟ ଅଧିକାରୀମାନଙ୍କ ଉପସ୍ଥିତିରେ ଯାଜପୁର ଜିଲ୍ଲାର ସଡ଼କ ସୁରକ୍ଷା ଓ ସଚେତନତା ସମ୍ବନ୍ଧୀୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗର ଆଲୋଚନାରେ ଯୋଗଦେଇଥିଲି

  11. 30. sij

    “One good thing about music, when it hits you, you feel no pain.” @ Kusuma Lake, Jajpur

  12. 30. sij

    ଯାଜପୁର ବାଳାଶ୍ରମ ପଡ଼ିଆରେ ଅଶୋକ ଦାସ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ । ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ କଲେ ଉଦଘାଟନ ।

    Prikaži ovu nit
  13. 28. sij
  14. 28. sij

    ଯାଜପୁରକୁ ପୁଣି ଫେରିଲା ନରହନ୍ତା ଦନ୍ତା ହାତୀ: ମହାବିନାୟକ ସଂରକ୍ଷିତ ଜଙ୍ଗଲ ଫାର୍ମ ହାଉସରେ ଅସ୍ଥାୟୀ ଭାବେ ରଖାଗଲା । କଟକ କୁଶୁନପୁରକୁ ନେବା ବେଳେ ବିରୋଧ କରିଥିଲେ ଅଞ୍ଚଳବାସୀ

  15. 28. sij

    || ଯାଜପୁରକୁ ପୁଣି ଫେରିଲା ନରହନ୍ତା ଦନ୍ତା ହାତୀ । କଟକ ଡାଳିଯୋଡ଼ା ରେଞ୍ଜ, କୁଶୁନପୁରକୁ ଦନ୍ତାକୁ କରାଯାଉଥିଲା ସ୍ଥାନାନ୍ତର । ସ୍ଥାନୀୟ ଲୋକେ ବିରୋଧ କରିବା ପରେ ହାତୀକୁ ଅଧା ବାଟରୁ ମହାବିନାୟକ ସଂରକ୍ଷିତ ଜଙ୍ଗଲ ଫାର୍ମ ହାଉସକୁ ସ୍ଥାନାନ୍ତର କରାଯାଇଛି ।

  16. 28. sij

    ଯାଜପୁର ଧର୍ମଶାଳା ନାବାଳିକା ଅପହରଣ ଓ ଦୁଷ୍କର୍ମ ପ୍ରସଙ୍ଗ, ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଲା କଂଗ୍ରେସର ଏକ ପ୍ରତିନିଧି ଦଳ । ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ପୀଡ଼ିତା ଓ ପରିବାରବର୍ଗ ମାନବାଧିକାର କମିଶନଙ୍କ ହେଲେ ଦ୍ୱାରସ୍ଥ ।

  17. 28. sij

Čini se da učitavanje traje već neko vrijeme.

Twitter je možda preopterećen ili ima kratkotrajnih poteškoća u radu. Pokušajte ponovno ili potražite dodatne informacije u odjeljku Status Twittera.