Witnessed a horrifying incident, where a father had to carry the dead body of his 8-year old daughter in a sack. Landslides due to #CycloneTitli have caused huge damages in the Rayagada area, there is no road connectivity or electricity & certainly no relief to the people.
-
-
Show this threadThanks. Twitter will use this to make your timeline better. UndoUndo
-
-
-
ତମେ କଣ ମଜା ନେଉଥିଲ ସେଇ ଘଟଣା ଦେଖି ? ସାହାଯ୍ୟ ଟିକେ କରି ପାରିଲନି ? ଛି ଛି, ଧନ୍ୟ ତୁମ ରାଜନୀତି । ଓଃ ପଛରେ ଓଡ଼ିଶା ସରକାର ଙ୍କୁ ସମାଲୋଚନା କରିବାକୁ ନିଜେ ଏହି କାଣ୍ଡ ଭିଆଇ ନାହଁ ତ ?
- 1 more reply
New conversation -
-
-
ଆପଣ ଏଭଳି ଅଭାବନୀୟ ଘଟଣା ଦେଖି କଣ କଲେ ? ନିଜ ପାଇଁ ଉଦ୍ଦିଷ୍ଟ ଗାଡି ଟି ତାକୁ ଯୋଗେଇ ଦେଇ ଆପଣ ମହାନ ହୋଇଯାଇ ପାରିଥାନ୍ତେ ! କିନ୍ତୁ ଆପଣ ସେପରି କଲେନି କାରଣ ଆପଣଙ୍କ ପାଖରେ ମାନବିକତା ଠାରୁ ରାଜନୀତି ଅଧିକ ଗୁରୁତ୍ୱ ରଖେ ।https://twitter.com/dpradhanbjp/status/1052895534543826945?ref_src=twcamp%5Ecopy%7Ctwsrc%5Eandroid%7Ctwgr%5Ecopy%7Ctwcon%5E7090%7Ctwterm%5E3 …
- 1 more reply
New conversation -
-
-
ଆପଣଙ୍କ ସାମ୍ନା ରେ ଯଦି ଘଟିଗଲା ତାହେଲେ ଆପଣ ସେ ବାପା ର କାନ୍ଧକୁ କାନ୍ଧ ଦେଲେନି , ଫୋଟୋ ଉଠେଇ ଟୁଇଟ କରି ହିନ ରାଜନୀତି କରୁଛ |
- 1 more reply
New conversation -
-
-
ଆପଣ ତାଙ୍କୁ ସହଯୋଗ ନ କରି ଟ୍ୱିଟ କରିବାରେ ବ୍ୟସ୍ତ.. ଧନ୍ୟ ତମେ ଧର୍ମେନ୍ଦ୍ର ଭାଇ.. ଲାଜ ଲାଗୁ ନାହିଁ ତମକୁ.. ପ୍ରାକୃତିକ ବିପର୍ଯୟକୁ କେହି ବି ଅଟକେଇ ପାରିବେ ନାହିଁ. ଏହି କଥାକୁ ନେଇକି ରାଜନୀତି କରିବା ଆପଣଙ୍କର ମୂର୍ଖାମୀ ଅଟେ
Thanks. Twitter will use this to make your timeline better. UndoUndo
-
-
-
ତା ସହ ଗୋଟିଏ ସେଲ୍ଫି ଉଠାଇ ପୋଷ୍ଟ କଲନି? ବଢିଆ ମାଇଲେଜ୍ ମିଳିଥାନ୍ତା।
-
Ha ha ha
End of conversation
New conversation -
-
-
ନିଶ୍ଚିତ ଭାବରେ ଏକ ଦୁଃଖଦ ଘଟଣା। ।। କିନ୍ତୁ ଆପଣ କିଛି ସେ ଲୋକ ପାଇଁ ସାହାଯ୍ୟ କିମ୍ବା ବ୍ୟବସ୍ଥା କରିଛନ୍ତି କି ।
Thanks. Twitter will use this to make your timeline better. UndoUndo
-
-
-
ଏ ଘଟଣା ଟି ମୋ ଭାଇ ଆସିବାକୁ ଅନାଇ ରହିଥିଲା
Thanks. Twitter will use this to make your timeline better. UndoUndo
-
-
-
ଆପଣ ସାମ୍ନାରେ ଯଦି ଘଟଣା ଘଟିଥିଲା ଆପଣବି କିଛି ସାହାଯ୍ୟ କରିପାରିଥାନ୍ତେ .. କିନ୍ତୁ ନା ସବୁକଥାକୁ ନେଇ ରାଜନୀତି କରିବା ତମର ଅଭ୍ୟାସ..
Thanks. Twitter will use this to make your timeline better. UndoUndo
-
-
-
ଆପଣ ତାକୁ କଣ ସାହାଯ୍ୟ କଲେ। ସେଥିରୁ ରାଜନୈତିକ ବାସ୍ନା ବାରିଲେ। ଟୁଇଟ କରି ଜଣାନ୍ତୁ ତିତଲି ପୀଡିତ ଙ୍କ ପାଇଁ କେନ୍ଦ୍ର ସରକାର କଣ କଲେ
Thanks. Twitter will use this to make your timeline better. UndoUndo
-
-
-
& u only see him..
Thanks. Twitter will use this to make your timeline better. UndoUndo
-
-
-
ଆପଣ ତାଙ୍କୁ ସାହାଯ୍ୟ କଲେ ନା ନାହିଁ!
Thanks. Twitter will use this to make your timeline better. UndoUndo
-
-
-
ରାଜ୍ୟର ସ୍ଥିତି ଅତି ଦୟନୀୟ।ଏଠାରେ କେନ୍ଦ୍ର ସରକାରଙ୍କ ଯୋଜନା ହେଉ କିମ୍ବା ରାଜ୍ୟ ସରକାରଙ୍କ ଯୋଜନା ସାଧାରଣ ଜନତାଙ୍କ ପାଖରେ ପହଂଚୁ ନାହିଁ।ପ୍ରାୟତଃ ନେତା ଓ ସରକାରୀ କର୍ମଚାରୀ ନିଜ ପିସି ପାଇଁ ଵ୍ୟସ୍ତ। ଯେଉଁଠି ଜନପ୍ରତିନିଧି ଦୁର୍ବଳ ଓ ଚାଟୁକାର ହେବେ ସେ ରାଜ୍ୟର ସ୍ଥିତି ଏପରି ହିଁ ହେବ।
Thanks. Twitter will use this to make your timeline better. UndoUndo
-
-
-
ଆପଣ କଣ କଲେ
@dpradhanbjp ମହୋଦୟ | ଆପଣ କଣ ଟୁଇଟ୍ କରିବାକୁ ସେଠାରୁ ଶୀଘ୍ର ପଳାଇଆସିଲେ | ଧନ୍ୟ ଆପଣଙ୍କ ଚିନ୍ତାଧାରା |Thanks. Twitter will use this to make your timeline better. UndoUndo
-
-
-
ଆପଣ କଣ କଲେ?
Thanks. Twitter will use this to make your timeline better. UndoUndo
-
Loading seems to be taking a while.
Twitter may be over capacity or experiencing a momentary hiccup. Try again or visit Twitter Status for more information.