ବାତ୍ୟା ସମୟରେ ବିଦ୍ୟୁତ୍ ସଂଯୋଗ କଟି ଯାଇଥିଲା ରାଜ୍ୟସରକାର ତାକୁ ମରାମତି ପାଇଁ ନିର୍ଦେଶ ଦେଇଛନ୍ତି.. ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ଚାଲିଛି.. ସଙ୍ଗେ ସଙ୍ଗେ ହେଇ ଯିବନି ତ ତାହା ପାଇଁ ସମୟ ଲାଗିବ.. ଧର୍ମେନ୍ଦ୍ର ପ୍ରଧାନ ଭଳି ମୂର୍ଖ ଲୋକ ହିଁ ଏହି ଭଳି କଥା କହିବ...
-
-
Thanks. Twitter will use this to make your timeline better. UndoUndo
-
-
-
Leader of people,proud of odisha
Thanks. Twitter will use this to make your timeline better. UndoUndo
-
-
-
ଛତିଶଗଡ଼ ଆଉ ମଧ୍ୟପ୍ରଦେଶ ରେ ଟଙ୍କା ପଇସା ବଣ୍ଟନ ବ୍ୟବସ୍ଥା କରି ଆସିଲ ବନ୍ଧୁ,,,,,, (ଅ) ଧରମା!
Thanks. Twitter will use this to make your timeline better. UndoUndo
-
-
-
ଆଠ ଦିନପରେ ମାନ୍ୟବର ଯାଇଛନ୍ତି ଲୋକଙ୍କ ଦୁଃଖ ବୁଝିବାକୁ ।ବାତ୍ୟାରେ ବିଦ୍ୟୁତ ପନିଯୋଗଣ ନଷ୍ଟ ହେଇଥିବାବେଳେ ମାନ୍ୟବର କହୁଛନ୍ତି ବିଦ୍ୟୁତ ନାହିଁ କଣ ଲୋକ ବୁଝିବେ
Thanks. Twitter will use this to make your timeline better. UndoUndo
-
-
-
ରାସ୍ତା ସବୁ ଠିକ ଥିଲା ତ ଭାଇ? ଚାଲିବାରେ କିଛି ଅସୁବିଧା ହେଇନି ତ? ଆଉ ଗୋଟେ ଦି ଦିନ ପରେ ଯାଇଥିଲେ ହେଇ ନଥାନ୍ତା?
Thanks. Twitter will use this to make your timeline better. UndoUndo
-
-
-
Thanks. Twitter will use this to make your timeline better. UndoUndo
-
Loading seems to be taking a while.
Twitter may be over capacity or experiencing a momentary hiccup. Try again or visit Twitter Status for more information.