ମୁକୁ ଭାଇ କାହିଁ ସେ ମିଛ ଭାଷଣ ମାରି ଲୋକମାନଙ୍କୁ ଭୁତେଇବାକୁ ଚେଷ୍ଟା କରୁଛ ,ଲୋକମାନେ କଣ ଜାଣିନାହାନ୍ତି ଆପଣଙ୍କ ଗୁଣ ..
-
-
Thanks. Twitter will use this to make your timeline better. UndoUndo
-
-
-
କେବେ ଲୋକ ଙ୍କ ଅସୁବିଧାକୁ ବୁଝିଥିଲା ନା ଆଜି ବୁଝୁଛ .. ଓଃ
ନିର୍ବାଚନ ସମୟ ଆସିଲାଣି ବୋଲି ବାବୁଙ୍କର ଏପ୍ରକାର ରୂପ ..
Thanks. Twitter will use this to make your timeline better. UndoUndo
-
-
-
ଆମ ମୋଦୀ ଭାଇ ଦେଇଥିବା ପଇସା ତମେ ମାଗିକି ନେଇ ଆସ।ନହେଲେ କୁହ ତା ବଦଳରେ କିଛି ଭୋଟ ଦେବେ।
Thanks. Twitter will use this to make your timeline better. UndoUndo
-
-
-
ତୁମେ ବଡ ବଡ ଭାଷଣ ଦେଇ ଲୋକଙ୍କୁ ଠକିବା ବନ୍ଦ କରନ୍ତୁ , ତୁମର ଏ ମିଛ ଭାଷଣ ଓ ଶୋଷଣ ନୀତି ଜନତା ଜାଣିଗଲେଣି |
Thanks. Twitter will use this to make your timeline better. UndoUndo
-
-
-
ମୁକୁ ଭାଇ ତମ ବିଜେପି ବାଲା ବସିକି ଠିକ କର କି ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରେ କେନ୍ଦ୍ର ସରକାରଙ୍କର କେତେ ପ୍ରତିଶତ ଅଛି ତା ପରେ ଭାବିଚିନ୍ତି ଗୋଟେ ମିଛକୁ ସମସ୍ତେ କହିବ , ନହେଲେ କାଲି ଲେଖା ଦିଦି କହିଲେ 75% ଆଉ ଆଜି ଆପଣ କହୁଛନ୍ତି 90%. କଣ କହିବି ତମ ମାନଙ୍କୁ ହଂ , ମିଛ କହୁଛ ଯେ ତାକୁ ବି ଠିକ ରେ କହୁନ .
Thanks. Twitter will use this to make your timeline better. UndoUndo
-
-
-
Satare daba ti naa. Politics karucha
Thanks. Twitter will use this to make your timeline better. UndoUndo
-
Loading seems to be taking a while.
Twitter may be over capacity or experiencing a momentary hiccup. Try again or visit Twitter Status for more information.