ଧର୍ମେନ୍ଦ୍ର ସାର ଆପଣଙ୍କର ପ୍ରଶାସନ ଦରକାର ନାହିଁ.. ରାଜ୍ୟ ସରକାର ସବୁ ଠିକ ଠାକ କରିବା ପାଇଁ ସୂଚନା ଦେଇସାରିଲା ପରେ.. ଆପଣ ସେଠି କୋଉ ମୁହଁ କୁ ଯାଉଥିଲେ ? କଣ ଭୋଟ ଭିକ୍ଷା ପାଇଁ ??
-
-
Thanks. Twitter will use this to make your timeline better. UndoUndo
-
-
-
ଆପଣ ଯେତେ ଅଭିଯୋଗ କଲେ ସୁଧା ସରକାର ଶୁଣିବା ଅବସ୍ଥାରେ ନାହାନ୍ତି।ପ୍ରଶାସନ ଉପରେ ସରକାରଙ୍କ ଆଦୋୖ ନିୟନ୍ତ୍ରଣ ନାହିଁ।ନିୟନ୍ତ୍ରଣ ଥିଲେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅସାମାଜିକ ତତ୍ତ୍ୱ ଉକ୍ତି ହୋଇ ନ ଥାନ୍ତା ଯିଏ ଲାଞ୍ଚ ମାଗୁଛନ୍ତି ତାଙ୍କୁ ଜୋତାରେ ପିଟ। ଏହି ଉକ୍ତି ରୁ ପ୍ରତିତ ଦୁର୍ନୀତି ହେଉଥିବା ସରକାର ସ୍ୱୀକାର କରୁଛନ୍ତି।
Thanks. Twitter will use this to make your timeline better. UndoUndo
-
-
-
କି ଫଟୋ ଉଠାଇ ବାକୁ ଯାଇଥିଲେ ଏତେ ଦିନ ହେଲା କେହି ଫଟୋ ଛାଡୁନଥିଲେ
Thanks. Twitter will use this to make your timeline better. UndoUndo
-
-
-
ମାନ୍ୟବାରଙ୍କର ଆଜି ନିଦ ଭାଙ୍ଗିଲା ଆଗରୁ କିଛି ଦେଇଥିଲେ ନା କିଛି ସାଙ୍ଗରେ ନେଇ ଯାଇଥିଲେ
Thanks. Twitter will use this to make your timeline better. UndoUndo
-
-
-
ଭାଇ ନବୀନ ପଟ୍ଟନାୟକଙ୍କୁ ହିସାବ କରିବାକୁ ସମୟ ମିଳି ନଥିବ।ଏକୁଟିଆ କେତେ କଣ ବୁଝିବେ।ତମେ ହିସାବ ପତ୍ର କରିକି ଆସ।ଏତେ ଦିନ ପରେ ଆସିଛ, କିଛି ତ କର।
Thanks. Twitter will use this to make your timeline better. UndoUndo
-
Loading seems to be taking a while.
Twitter may be over capacity or experiencing a momentary hiccup. Try again or visit Twitter Status for more information.