ଯେତେବେଳେ ବାତ୍ୟା ଓ ପରର୍ବତ୍ତୀ ଲଗାଣ ବର୍ଷା ଓଡ଼ିଆ ଲୋକମାନଙ୍କୁ ଚିନ୍ତାରେ ପକାଉଥିଲା ଆପଣ ନିଜର ଆତ୍ମପ୍ରଚାର ପାଇଁ ‘ସୋନୀ ମନୋରଂଜନ ଟେଲିଭିନ’ରେ କୌନ୍ ବନେଗା କରୋଡପତି ଶୋରେ ଉତ୍ସବ ପାଳନ କରିବାକୁ ଆପଣଙ୍କ ବିବେକ ଟିକେ ବାଧା ଦେଲା ନାହିଁ ।
-
-
ପ୍ରାକୃତିକ ବିପର୍ଯ୍ୟୟ କଷ୍ଟଠାରୁ ଆପଣ ଓ ଆପଣଙ୍କ ସରକାର ଓ ପ୍ରଶାସନର ବରିଷ୍ଠ ବ୍ୟକ୍ତିମାନଙ୍କର ମନ୍ତବ୍ୟ ଆହୁରି କଷ୍ଟ ଦେଉଛି । ‘ସ୍କନ୍ଧଂ ନ ବାଧତେ ରାଜନ୍, ତବ ବାଧତି ବାଧତେ’ ।
Show this threadThanks. Twitter will use this to make your timeline better. UndoUndo
-
-
-
ଧର୍ମେନ୍ଦ୍ର ସାର ଯଦି ଓଡ଼ିଆ ମାନଙ୍କ ପାଇଁ ଏତେ ଦରଦ ଅଛି ତାହେଲେ ଆପଣ ବନ୍ୟା ପ୍ରଭାବିତ ଅଞ୍ଚଳ ଦେଖି ଆସନ୍ତୁ ଏବଂ କେନ୍ଦ୍ର ସରକାରଙ୍କୁ ଜଣାନ୍ତୁ । ଏଠାକୁ ଆସି ମୁଖ୍ୟମନ୍ତ୍ରୀଙ୍କୁ ଯଥା ସମ୍ଭବ ବନ୍ଯା କ୍ଷତିଗ୍ରସ୍ତ ଅଞ୍ଚଳରେ ରହୁଥିବା ଗରିବ ଲୋକଙ୍କୁ ରିଲିଫ ଯୋଗାଇ ଦେବାରେ ସାହାଯ୍ୟ କରନ୍ତୁ |
- 1 more reply
New conversation -
-
-
ସାର ନମସ୍କାର, ଦୀର୍ଘ 20 ବର୍ଷ ହେବ ଓଡ଼ିଶା ରେ ନବୀନ ପଟ୍ଟନାୟକ ଙ୍କ ସରକାର ଅଛି, ହେଲେ ସବୁ ଦୁର୍ନୀତି କୁ ନୀତି କରିସାରିଲେଣି। ହେଲେ ବିରୋଧୀ ଦଳ ହିସାବରେ ବଜେପି ଓଡ଼ିଶା ରେ ସରକାର ଉପରେ ତଦନ୍ତ କରୁନାହାନ୍ତି, ଓଡ଼ିଆ ଲୋକଙ୍କୁ ବେଶି ଆଶ୍ଚର୍ଯ୍ୟ ଲଗୁଛି।
Thanks. Twitter will use this to make your timeline better. UndoUndo
-
-
-
ବାକି କଥା ଛାଡ଼ନ୍ତୁ ସାର ଆଗେ ଟିକେ କହିବେକି ପେଟ୍ରୋଲ ଦାମ କେବେ କମିବ ଲୋକତ ପ୍ରାକୃତିକ ବିପର୍ଯୟ କାରଣରୁ ମଲେ ଠିକ ଅଚ୍ଛି ମାନିଲି | ହେଲେ ଆପଣ ଯୋଉ ତେଲ ଦାମ ବଢ଼େଇ କୃତ୍ରିମ ବିପର୍ଯୟ ସୃଷ୍ଟି କରି ଲୋକଙ୍କୁ ମାରୁଛନ୍ତି ସେ କଥା ଆଖିକୁ ଦେଖା ଯାଉନି ନା |
-
ଗ୍ଯାସ ସିଲିଣ୍ଡର ଦର କାମିଳା ଗାରିବର ପେଟକୁ ଦିନକୁ ଦି ମୁଠା ଖାଇବାକୁ ପାଇବ ...
End of conversation
New conversation -
-
-
ଆମ ମୁଖ୍ୟମନ୍ତ୍ରୀ ବୁଝୁନାହାନ୍ତି ଆଉ କଣ ଆପଣ ବୁଝୁଛନ୍ତି ଓଡିଆ ଲୋକଙ୍କ ଆତ୍ମାର କଥା |ଯିଏ ନିଜ ନିର୍ବାଚନ ଜିତିଥିବା ଗାଁ ର ହେଲାନି ସେ ଓଡିଶା ବାସୀଙ୍କର କଣ ହବ ଜଳ ଜଳ ଦେଖା ଯାଉଛି |
-
ମ୍ଯାଡାମ ଜି ନବୀନ ବାବୁ ତ ଆଜି ପର୍ଯ୍ୟନ୍ତ କଉ ବିଭାଗର ଆମେ ଜାଣିପାରିଲୁ ନାହିଁ ସେ ବୋଧେ ତୁମ ବିଭାଗର ହାଇଥିବେ ସେଇଥି ପାଇଁ ତୁମ ବିଭାଗ କୁ ଲଗାଇଛନ୍ତି ଚାଟୁକାରିତା କରିବା ପାଇଁ ।
End of conversation
New conversation -
-
-
ପେଟ୍ରୋଲ ଡିଜେଲ ଦର ପୁଣି ବଢ଼ିଲାଣି ଧର୍ମେନ୍ଦ୍ରାବାବୁ ଭାରତର ଲୋକ ତୁମକୁ ଫୁଲତୋଡା ଦେବାକୁ ଖୋଜୁଛନ୍ତି ଏଠି ଓଡ଼ିଆହ ସରକାର ଅଛି ବୁଝିବା ନିଜ ଦାଇତ୍ୱ କଥା ସମ୍ଭାଳ
-
ସବୁ ରାଜ୍ୟ ଅଢେଇ ଟଙ୍କା କମ କଲେଣି ତୁମ ନବୀନା କେବେ କରିବ?
-
ତୁମ ଧରମା ଅଢେଇ କମେଇଲା ନିଜ ହାତରୁ ନୁଁହ କମ୍ପାନୀ କୁ କହି ପୁଣି ଚାରିଥର ବଢି ଜୈ ସେଥେ
End of conversation
New conversation -
-
-
Drama Pradhan needs a publicity stunt that's why, also in such case of disasters he enters his dirty politics by commenting on BJD. Shame on u...pic.twitter.com/qTj4vDKR5J
End of conversation
New conversation -
-
- End of conversation
New conversation -
-
Sir when railway connectivity will come normal to gajapati ? And what about paralakhemundi damaged station
Thanks. Twitter will use this to make your timeline better. UndoUndo
-
-
-
ଯଦି ଓଡ଼ିଆ ମାନଙ୍କ ପାଇଁ ଦରଦ ଅଛି ଧରମା ବାବୁ ଟୁଇଟରରେ ବାଜେ କଥା ନ କହି, ବନ୍ୟା ପ୍ରଭାବିତ ଅଞ୍ଚଳ ଦେଖି ଆସ,, କେନ୍ଦ୍ର ସରକାର କୁ ଜଣାଅ। କ୍ଷୟକ୍ଷତି ଆକଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କର।ଯଥା ସମ୍ଭବ ବନ୍ଯା କ୍ଷତିଗ୍ରସ୍ତ ଅଞ୍ଚଳରେ ରହୁଥିବା ଗରିବ ଲୋକଙ୍କୁ ରିଲିଫ ଯୋଗାଇ ଦିଅ।
Thanks. Twitter will use this to make your timeline better. UndoUndo
-
-
-
ତୁମେ ଆଇଲ ବୁଝିବା ବାଲା , ତୈଳ ଦର କଥା ଆପଣଙ୍କୁ କେମିତି ନ ଦେଖା ନ ଗଲା
-
୨୦୦୦ କୋଟି ତୁ ୭୦୦୦ କୋଟି ପାଇଲ ... ୫୦୦୦ କୋଟିର ହିସାବ ମିଳିବ କି?
End of conversation
New conversation -
Loading seems to be taking a while.
Twitter may be over capacity or experiencing a momentary hiccup. Try again or visit Twitter Status for more information.