ଜିରୋ କାଜୁଆଲିଟିର ନାରା ଦେଇ, ଆପଣ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜକୁ ପ୍ରଚାର ମାଧ୍ୟମରେ ସୀମିତ ରଖିଲେ। ଆତ୍ମ ପ୍ରଚାରର ମାତ୍ରା ଏତେ ମାତ୍ରାରେ ବଢାଇଲେ ଯେ ହକିର ବ୍ରାଣ୍ଡିଂ କରିବା ପାଇଁ ଓଡ଼ିଆ ଲୋକଙ୍କ ଦୁର୍ଦ୍ଦଶା ସମୟରେ କଳିଙ୍ଗ ଷ୍ଟାଡିୟମ୍ରେ ଫଟୋସୁଟ୍ କଲେ ।
-
-
ଓଡ଼ିଆ ଲୋକଙ୍କ ଆତ୍ମାର କଥା ବୁଝୁନଥିବା ଗୋଟିଏ ଗୋଷ୍ଠୀ କ’ଣ ଆପଣଙ୍କୁ ଓଡ଼ିଆମାନଙ୍କ ଦୁର୍ଦ୍ଦଶା ସମୟରେ ଏତେ ମାତ୍ରାରେ ସମ୍ବେଦନହୀନ କରି ଦେଇଛି ?ପ୍ରକୃତିର କଷ୍ଟଠାରୁ ସମ୍ବେଦନହୀନ ବକ୍ତବ୍ୟ ଆମ ଓଡ଼ିଆମାନଙ୍କ ମନରେ ଆହୁରି ଅଧିକ କଷ୍ଟ ଓ ଯନ୍ତ୍ରଣା ଦେଉଛି ।
Show this thread -
ପ୍ରାକୃତିକ ବିପର୍ଯ୍ୟୟ କଷ୍ଟଠାରୁ ଆପଣ ଓ ଆପଣଙ୍କ ସରକାର ଓ ପ୍ରଶାସନର ବରିଷ୍ଠ ବ୍ୟକ୍ତିମାନଙ୍କର ମନ୍ତବ୍ୟ ଆହୁରି କଷ୍ଟ ଦେଉଛି । ‘ସ୍କନ୍ଧଂ ନ ବାଧତେ ରାଜନ୍, ତବ ବାଧତି ବାଧତେ’ ।
Show this thread
End of conversation
New conversation -
-
-
ପେଟ୍ରୋଲ ଦାମ ବଢ଼େଇ ଲୋକଙ୍କ ଦୁର୍ଦଶା ଆପଣ ବଢ଼େଇଛନ୍ତି ସେ ବିଷୟରେ କାହିଁ ପଦକ୍ଷେପ ନେଉ ନାହାନ୍ତି | ବୁଦ୍ଧି ନ ଦିଶେଇ ନିଜକୁ କହି ଦେଉଥାଏ ପରକୁ ଅପାରଗ ତେଲ ମନ୍ତ୍ରୀ |
Thanks. Twitter will use this to make your timeline better. UndoUndo
-
-
-
ଲୋକ ଦୁର୍ଦଶା ସମୟରେ ଚୁଡା ଗୁଡା ଲୁଗାପଟା ରିଲିଫ ଦରକାର ଖାଲିହାତରେ ମିଛ ଭାଷଣ ଓଡ଼ିଆର ଦରକାର ନାହିଁ
Thanks. Twitter will use this to make your timeline better. UndoUndo
-
-
-
Positively the day will come when the Drama Pradhan would be hospitalized & also there he would blame BJD & this would be the reply of doctor.



pic.twitter.com/3OUrWSdyeh
- End of conversation
New conversation -
-
-
- End of conversation
New conversation -
-
-
ଧର୍ମେନ୍ଦ୍ର ସାର ଆପଣଙ୍କର କେନ୍ଦ୍ର ସରକାର କଣ ପଦକ୍ଷେପ ନେଇଛନ୍ତି ଆମ ଓଡ଼ିଶାରେ ବନ୍ୟାରେ ହୋଇଥିବା କ୍ଷୟକ୍ଷତିରେ କଣ ସାହାଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ |
Thanks. Twitter will use this to make your timeline better. UndoUndo
-
-
-
ସେତେବେଳେ କୋଉଠି ଥିଲେମ
Thanks. Twitter will use this to make your timeline better. UndoUndo
-
Loading seems to be taking a while.
Twitter may be over capacity or experiencing a momentary hiccup. Try again or visit Twitter Status for more information.