ଆପଣଙ୍କ ପ୍ରତି ୧୯ ବର୍ଷର ବଡ଼ ଜନସମର୍ଥନର ବଡ଼ ଦମ୍ଭ ଓ ଅହଙ୍କାର କାରଣରୁ ଆପଣଙ୍କ ସରକାର ଓ ପ୍ରଶାସନର ବେପରୁଆ ଓ ଅପରିଣାମଦର୍ଶୀ ବିପର୍ଯ୍ୟୟ ପରିଚାଳନା ଆଜି ଓଡ଼ିଆ ଲୋକମାନଙ୍କୁ ଦୁର୍ଦିନ ଭିତରକୁ ଠେଲି ଦେଇଛି ।
-
-
ଲୋକଙ୍କ ଦୁର୍ଦ୍ଦଶା ସମୟରେ ଏହି ବିଫଳତାକୁ ବିନମ୍ରତାର ସ୍ଵୀକାର କରିବା ପାଇଁ ସରକାର ଓ ପ୍ରଶାସନର କୁଣ୍ଠା ଆପଣଙ୍କ ଅହଙ୍କାରକୁ ସ୍ପଷ୍ଟ କରୁଛି।
Show this thread -
ଓଡ଼ିଆ ଲୋକଙ୍କ ଆତ୍ମାର କଥା ବୁଝୁନଥିବା ଗୋଟିଏ ଗୋଷ୍ଠୀ କ’ଣ ଆପଣଙ୍କୁ ଓଡ଼ିଆମାନଙ୍କ ଦୁର୍ଦ୍ଦଶା ସମୟରେ ଏତେ ମାତ୍ରାରେ ସମ୍ବେଦନହୀନ କରି ଦେଇଛି ?ପ୍ରକୃତିର କଷ୍ଟଠାରୁ ସମ୍ବେଦନହୀନ ବକ୍ତବ୍ୟ ଆମ ଓଡ଼ିଆମାନଙ୍କ ମନରେ ଆହୁରି ଅଧିକ କଷ୍ଟ ଓ ଯନ୍ତ୍ରଣା ଦେଉଛି ।
Show this thread -
ପ୍ରାକୃତିକ ବିପର୍ଯ୍ୟୟ କଷ୍ଟଠାରୁ ଆପଣ ଓ ଆପଣଙ୍କ ସରକାର ଓ ପ୍ରଶାସନର ବରିଷ୍ଠ ବ୍ୟକ୍ତିମାନଙ୍କର ମନ୍ତବ୍ୟ ଆହୁରି କଷ୍ଟ ଦେଉଛି । ‘ସ୍କନ୍ଧଂ ନ ବାଧତେ ରାଜନ୍, ତବ ବାଧତି ବାଧତେ’ ।
Show this thread
End of conversation
New conversation -
-
-
ଓଡିଶା କଥା ବୁଝିବାକୁ ଆମ ମୁଖ୍ୟମନ୍ତ୍ରୀ ଅଛନ୍ତି ଆପଣଙ୍କୁ ଅଯଥା ମୁଣ୍ଡ ପୁରେଇବାକୁ କିଏ କହୁଛି | ଓଡିଶା ଲୋକମାନଙ୍କ ପାଈଁ ଆମ ନବୀନ ବାବୁ ଯଥେଷ୍ଟ ପଦକ୍ଷେପ ନେଇଛନ୍ତି, ନିଜେ ତ କିଛି କରିବନି ଯିଏ ଆମ ପାଈଁ କିଛି କରୁଛି ତାକୁତ କରିବାକୁ ଦିୟ |
Thanks. Twitter will use this to make your timeline better. UndoUndo
-
-
-
Titili samaya re kauthi thila. ete darda dekaucha jaha khyati ghatichi taha dabaku modi ji nku kuhantu
Thanks. Twitter will use this to make your timeline better. UndoUndo
-
-
-
Tame jane kendra mantri naa dalal barsha anumana thila boli taa lokanku surakhita jagaku nia hethila.
Thanks. Twitter will use this to make your timeline better. UndoUndo
-
-
-
In case of petrol u are silent, never visited the affected areas cause by Titli but u are alert on commenting on BJD good deeds. If u have guts then go & visit those place & send ur team for rescue. But u can bark only on others but can't do a mankind work.pic.twitter.com/IDtJUwo8gz
- End of conversation
New conversation -
-
-
ସାର ଆଉ କେତେଦିନ ଓଡ଼ିଶାବାସୀଙ୍କୁ ଠକି ଚାଲିଥିବ |pic.twitter.com/BrkgzbaGGQ
End of conversation
New conversation -
Loading seems to be taking a while.
Twitter may be over capacity or experiencing a momentary hiccup. Try again or visit Twitter Status for more information.