ମାତ୍ର ଆଜି ସମୟ ବଦଳିଛି। ପୂର୍ବାନୁମାନରେ ବାତ୍ୟା ଓ ବର୍ଷାକୁ ଯଥେଷ୍ଟ ପୂର୍ବରୁ ସଠିକ ଭାବେ ଆକଳନ କରାଯାଇ ପାରୁଛି। ଆଧୁନିକ ଟେକ୍ନୋଲୋଜି ଓ ବିପର୍ଯୟ ପ୍ରଶମନର ନୂଆ ନୂଆ ଉପାୟ ବିପର୍ଯ୍ୟୟକୁ ସଠିକ୍ ଭାବେ ସାମ୍ନା କରିବା ପାଇଁ ଅନେକ ସୁଯୋଗ ଓ ସମ୍ଭାବନା ଦେଇଛି।
-
-
ଆପଣଙ୍କ ସରକାରର ସମ୍ବେଦନ ହୀନ ବିପର୍ଯ୍ୟୟ ପରିଚାଳନା ଯୋଗୁଁ ସେମାନେ ଗଣହତ୍ୟାର ଶୀକାର ହୋଇଛନ୍ତି । ଅମୂଲ୍ୟ ଜୀବନହାନି ସାମ୍ନାରେ ସମ୍ବେଦନହୀନ କ୍ଷତିପୂରଣର କ’ଣ ବା ମୂଲ୍ୟ ଅଛି ?
Show this thread -
ପାଣିପାଗ ବିଭାଗ ଯଥେଷ୍ଟ ପୂର୍ବରୁ ଗଞ୍ଜାମ, ଗଜପତି, ରାୟଗଡ଼ା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲା ଆଦିରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଥିଲା । ଏହା ସତ୍ଵେ ପ୍ରସ୍ତୁତି ଓ ପରିଚାଳନାର ବିଫଳତା ପ୍ରଭାବିତ ଅଂଚଳର ଲୋକମାନେ ମର୍ମେ ମର୍ମେ ଅନୁଭବ କରୁଛନ୍ତି ।
Show this thread -
ଲୋକଙ୍କ ଦୁର୍ଦ୍ଦଶା ସମୟରେ ଏହି ବିଫଳତାକୁ ବିନମ୍ରତାର ସ୍ଵୀକାର କରିବା ପାଇଁ ସରକାର ଓ ପ୍ରଶାସନର କୁଣ୍ଠା ଆପଣଙ୍କ ଅହଙ୍କାରକୁ ସ୍ପଷ୍ଟ କରୁଛି।
Show this thread -
ଓଡ଼ିଆ ଲୋକଙ୍କ ଆତ୍ମାର କଥା ବୁଝୁନଥିବା ଗୋଟିଏ ଗୋଷ୍ଠୀ କ’ଣ ଆପଣଙ୍କୁ ଓଡ଼ିଆମାନଙ୍କ ଦୁର୍ଦ୍ଦଶା ସମୟରେ ଏତେ ମାତ୍ରାରେ ସମ୍ବେଦନହୀନ କରି ଦେଇଛି ?ପ୍ରକୃତିର କଷ୍ଟଠାରୁ ସମ୍ବେଦନହୀନ ବକ୍ତବ୍ୟ ଆମ ଓଡ଼ିଆମାନଙ୍କ ମନରେ ଆହୁରି ଅଧିକ କଷ୍ଟ ଓ ଯନ୍ତ୍ରଣା ଦେଉଛି ।
Show this thread -
ପ୍ରାକୃତିକ ବିପର୍ଯ୍ୟୟ କଷ୍ଟଠାରୁ ଆପଣ ଓ ଆପଣଙ୍କ ସରକାର ଓ ପ୍ରଶାସନର ବରିଷ୍ଠ ବ୍ୟକ୍ତିମାନଙ୍କର ମନ୍ତବ୍ୟ ଆହୁରି କଷ୍ଟ ଦେଉଛି । ‘ସ୍କନ୍ଧଂ ନ ବାଧତେ ରାଜନ୍, ତବ ବାଧତି ବାଧତେ’ ।
Show this thread
End of conversation
New conversation -
-
-
ସିଏତ ଟିକେ ବୁଲିକି ଆସିଲେ ତୁମର ସେତିକି ବି ନାହିଁ
Thanks. Twitter will use this to make your timeline better. UndoUndo
-
-
-
Don't worry after such worst statement, ur place is in Dust Bin. Don't worry we will kick u from Odisha & u just be in ur right place Dust Bin.pic.twitter.com/yh6cOL8jiG
Thanks. Twitter will use this to make your timeline better. UndoUndo
-
-
- End of conversation
New conversation -
- End of conversation
New conversation -
- End of conversation
New conversation -
- End of conversation
New conversation
Loading seems to be taking a while.
Twitter may be over capacity or experiencing a momentary hiccup. Try again or visit Twitter Status for more information.