ସ୍କନ୍ଧଂ ନ ବାଧତେ ରାଜନ୍, ତବ ବାଧତି ବାଧତେ’ ରାଜ୍ୟରେ ଖାମଖିଆଲ ବିପର୍ଯ୍ୟୟ ପରିଚାଳନା ଓ ଆପଣଙ୍କ ସରକାରର ସମ୍ବେଦନ ହୀନତା କାରଣରୁ ମନୁଷ୍ୟକୃତ ତ୍ରୁଟିରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲୋକମାନେ ଭୋଗୁଥିବା ଦୁର୍ଦ୍ଦଶାରେ ଓଡ଼ିଶାବାସୀ ମର୍ମାହତ ।
-
-
ମାତ୍ର ସବୁଠାରୁ ଦୁଃଖ ଓ କଷ୍ଟର ବିଷୟ ଆପଣଙ୍କର ବରିଷ୍ଠ ଅଫିସର ଓ ମନ୍ତ୍ରୀମାନଙ୍କର ବୟାନ କଟା ଘାରେ ଚୂନ ଦେବା ପରି ପରିସ୍ଥିତି ସୃଷ୍ଟି କରୁଛି । ଯଦି ଆପଣଙ୍କର ବରିଷ୍ଠ ମନ୍ତ୍ରୀ କୁହନ୍ତି ଆମେରିକାର ବାତ୍ୟାରେ ୧୭୦ ଲୋକଙ୍କର ମୃତ୍ୟୁ ହେଲା ଓ ତିତଲି ତା ତୂଳନାରେ କମ କ୍ଷତି କରିଛି ଏହା ଓଡ଼ିଆ ଲୋକଙ୍କ ଅନ୍ତରକୁ ବାଧୁଛି।
Show this thread -
ଆପଣଙ୍କ ବରିଷ୍ଠ ଅଫିସରମାନେ ପାହାଡ଼ ଧସି ମୃତ୍ୟୁବରଣ କରିଥିବା ଲୋକ ବାତ୍ୟାରେ ମରି ନାହାନ୍ତି ଓ ଜିରୋ କାଜୁଆଲିଟି ଲକ୍ଷ୍ୟ ପୂରଣ ହୋଇଛି ବୋଲି ସମ୍ବେଦନହୀନ ବୟାନ ଦେଇ ଓଡ଼ିଆ ଲୋକଙ୍କୁ ଆହୁରି ଲାଞ୍ଛିତ ଓ ଅପମାନିତ କରୁ ନାହାଁନ୍ତି କି ?
Show this thread -
ଆକାଶମାର୍ଗରୁ ବିପନ୍ନ ଅଂଚଳ ବୁଲିବା ପରେ ଆପଣ ଗଜପତି ଜିଲ୍ଲାର ଏହି ଗଣମୃତ୍ୟୁକୁ ସ୍ୱୀକାର କରିବା ସହିତ ମୃତ ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇ ଆପଣ ଆପଣଙ୍କର ଦାୟିତ୍ଵକୁ ଶେଷ କରି ଦେଉଛନ୍ତି। ସେମାନେ ପ୍ରାକୃତିକ ଦୁର୍ବିପାକରେ ମୃତ୍ୟୁବରଣ କରି ନାହାଁନ୍ତି ।
Show this thread -
ଆପଣଙ୍କ ସରକାରର ସମ୍ବେଦନ ହୀନ ବିପର୍ଯ୍ୟୟ ପରିଚାଳନା ଯୋଗୁଁ ସେମାନେ ଗଣହତ୍ୟାର ଶୀକାର ହୋଇଛନ୍ତି । ଅମୂଲ୍ୟ ଜୀବନହାନି ସାମ୍ନାରେ ସମ୍ବେଦନହୀନ କ୍ଷତିପୂରଣର କ’ଣ ବା ମୂଲ୍ୟ ଅଛି ?
Show this thread -
ପାଣିପାଗ ବିଭାଗ ଯଥେଷ୍ଟ ପୂର୍ବରୁ ଗଞ୍ଜାମ, ଗଜପତି, ରାୟଗଡ଼ା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲା ଆଦିରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଥିଲା । ଏହା ସତ୍ଵେ ପ୍ରସ୍ତୁତି ଓ ପରିଚାଳନାର ବିଫଳତା ପ୍ରଭାବିତ ଅଂଚଳର ଲୋକମାନେ ମର୍ମେ ମର୍ମେ ଅନୁଭବ କରୁଛନ୍ତି ।
Show this thread -
ଲୋକଙ୍କ ଦୁର୍ଦ୍ଦଶା ସମୟରେ ଏହି ବିଫଳତାକୁ ବିନମ୍ରତାର ସ୍ଵୀକାର କରିବା ପାଇଁ ସରକାର ଓ ପ୍ରଶାସନର କୁଣ୍ଠା ଆପଣଙ୍କ ଅହଙ୍କାରକୁ ସ୍ପଷ୍ଟ କରୁଛି।
Show this thread -
ଓଡ଼ିଆ ଲୋକଙ୍କ ଆତ୍ମାର କଥା ବୁଝୁନଥିବା ଗୋଟିଏ ଗୋଷ୍ଠୀ କ’ଣ ଆପଣଙ୍କୁ ଓଡ଼ିଆମାନଙ୍କ ଦୁର୍ଦ୍ଦଶା ସମୟରେ ଏତେ ମାତ୍ରାରେ ସମ୍ବେଦନହୀନ କରି ଦେଇଛି ?ପ୍ରକୃତିର କଷ୍ଟଠାରୁ ସମ୍ବେଦନହୀନ ବକ୍ତବ୍ୟ ଆମ ଓଡ଼ିଆମାନଙ୍କ ମନରେ ଆହୁରି ଅଧିକ କଷ୍ଟ ଓ ଯନ୍ତ୍ରଣା ଦେଉଛି ।
Show this thread -
ପ୍ରାକୃତିକ ବିପର୍ଯ୍ୟୟ କଷ୍ଟଠାରୁ ଆପଣ ଓ ଆପଣଙ୍କ ସରକାର ଓ ପ୍ରଶାସନର ବରିଷ୍ଠ ବ୍ୟକ୍ତିମାନଙ୍କର ମନ୍ତବ୍ୟ ଆହୁରି କଷ୍ଟ ଦେଉଛି । ‘ସ୍କନ୍ଧଂ ନ ବାଧତେ ରାଜନ୍, ତବ ବାଧତି ବାଧତେ’ ।
Show this thread
End of conversation
New conversation -
-
-
ଟିକେ ପେଟ୍ରୋଲ ପଇସାରୁ କିଛି ସାହାଯ୍ୟ କରେ ଖାଲି facebook, tweeter ରେ ଗପିଲେ ଲୋକ କେମିତି ଦାଇତ୍ୱ ଦେବେ!
-
ପେଟ୍ରୋଲ ପଇସା କଥା ଏତେ ଯଦି କହୁଛ, ତାହେଲେ କେନ୍ଦ୍ର ଯେତେବେଳେ କମେଇଲା ସେତେବେଳେ କଣ ଶୋଇ ଥିଲ କି ଅନ୍ଧ ଭକ୍ତ । ଖାଲି ତୃତୀୟ ମହଲାରୁ ଯେତେବେଳେ ହୁକୁମ ଆସିଲା ସେତେବେଳେ ମାଡି ଚାଲ ନା । ବେହିଆ ଗୁଡାକ ।
-
ଭକ୍ତ ଟିକେ ହିସାବ କରିବେକି କେତେ କମିଥିଲା ଆଉ କେତେ ବଢ଼ିଲାଣି ଲାଜ ନାହିଁ ବୋଲି ଯୁକ୍ତି କୁ ଆସୁଛ ଏଠି କଣ କରୁଥିଲpic.twitter.com/EE8ffSSS8E
End of conversation
New conversation -
-
- End of conversation
New conversation -
- End of conversation
New conversation -
-
ଆମ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର କେବଳ କଥା ବଡ କାମରେ ଛୋଟ |
-
ଆଉ ଆମ
@Naveen_Odisha ବାବୁଙ୍କ କାମ କମ ଆଉ ମାଲ ପିଆ ଅଧିକ ନା







End of conversation
New conversation -
-
- End of conversation
New conversation
Loading seems to be taking a while.
Twitter may be over capacity or experiencing a momentary hiccup. Try again or visit Twitter Status for more information.