Dharmendra PradhanGeverifieerd account

@dpradhanbjp

Minister of Petroleum & Natural Gas and Skill Development & Entrepreneurship, Government of India. Views personal. RTs not endorsement

Geregistreerd in september 2013
Geboren op 26 juni

Tweets

Je hebt @dpradhanbjp geblokkeerd

Weet je zeker dat je deze Tweets wilt bekijken? @dpradhanbjp wordt niet gedeblokkeerd door Tweets te bekijken.

  1. The Chief Secretary had clarified that he had not received any letter from Hon. President’s office regarding the alleged misbehavior. Either Mr. Aditya Padhi or Spokesperson Mr. Pratap Deb might be correct. But why is CM still silent on the controversy?

    Ongedaan maken
  2. . spokesperson Mr. Pratap Deb informed the media about the letter from Hon. President’s office straight from the third floor of the state secretariat. He should clarify who has given him this information, or the Chief Secretary Mr. Aditya Padhi.

    Ongedaan maken
  3. Unaware of the alleged mistreatment meted out to Hon. & the First Lady during their visit to Mahaprabhu Jagannath Temple in March. I was present and did not notice any breach or misconduct as is being propagated. Why & Who is propagating such false information ?

    Ongedaan maken
  4. ଉଭୟ ବୟାନ ମଧ୍ୟରୁ  ପ୍ରତାପ ଦେବ ନ ହେଲେ ଆଦିତ୍ୟ ପ୍ରସାଦ ପାଢୀ ସତ ହୋଇଥିବେ । ଏତେ ବାଦ ବିବାଦ ପରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ ବସିଛନ୍ତି?

    Ongedaan maken
  5. ନୂଆ କରି ମନ୍ଦିର ଦାୟିତ୍ୱରେ ଯାଇଥିବା  ବ୍ୟକ୍ତିଙ୍କୁ କଣ ଜଣା ଅଛି, ଅଜଣା ଅଛି ସେ ଜାଣି ନାହାନ୍ତି । ମାତ୍ର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ତାଙ୍କ ପାଖକୁ ରାଷ୍ଟ୍ରପତି ଭବନରୁ କୌଣସି ପତ୍ର ଆସି ନାହିଁ ବୋଲି ସଫେଇ ଦେଇଛନ୍ତି ।

    Ongedaan maken
  6. ପ୍ରତାପ ଦେବ ମୁଖ୍ୟମନ୍ତ୍ରୀଙ୍କର ଅତି ପ୍ରିୟ । ବିନା ମୁଖ୍ୟମନ୍ତ୍ରୀଙ୍କ ଅନୁମତିରେ ସେ କିଛି କହନ୍ତି ନାହିଁ ଏକଥା  ଗଣ ମାଧ୍ୟମ ଓ ସମସ୍ତଙ୍କୁ ଭଲ ଭାବରେ ଜଣା ଅଛି । ତେଣୁ ପ୍ରତାପ ଦେବ ତାଙ୍କ ଇଚ୍ଛାରେ ନୁହେଁ ତାଙ୍କୁ ଦିଆ ଯାଇଥିବା ନିର୍ଦେଶ ଅନୁସାରେ ବକ୍ତବ୍ୟ ରଖିଛନ୍ତି ।

    Ongedaan maken
  7. ବିଜେଡିର ପ୍ରମୁଖ ପ୍ରବକ୍ତା ପ୍ରତାପ ଦେବ ତୃତୀୟ ମହଲାରୁ ଓହ୍ଲାଇ ରାଜ୍ୟ ସଚିବାଳୟରେ ଦର୍ଶନ ସମୟରେ ଅସଦବ୍ୟବହାର ନେଇ ରାଷ୍ଟ୍ରପତି ଭବନରୁ ପତ୍ର ଆସିଥିବା ସୂଚନା ଦେଇଥିଲେ ।  ପ୍ରତାପ ଦେବଙ୍କୁ ଏହି ସୂଚନା ରାଜ୍ୟର ମୁଖ୍ୟମନ୍ତ୍ରୀ ନା ମୁଖ୍ୟ ସଚିବ କିଏ ଦେଇଥିଲେ , ତାହା ସ୍ପଷ୍ଟ କରନ୍ତୁ ।

    Ongedaan maken
  8. ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ରପତି ସପତ୍ନୀକ ଦର୍ଶନ କରିବାକୁ ଆସିଥିବା ବେଳେ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀଙ୍କ ସହ ଅସଦବ୍ୟବହାରର କୌଣସି ଘଟଣା ମୋ ନଜରକୁ ଆସି ନାହିଁ । ଷଡଯନ୍ତ୍ର ଓ ହୀନ ଉଦ୍ଦେଶ୍ୟ ରଖି ଏପରି କଥାକୁ କିଏ ଓ କାହିଁକି ପ୍ରଚାର କରିଛି ?

    Ongedaan maken
  9. heeft geretweet
    9 uur geleden

    Union Minister releases the vision document ‘AgriVikas: unleashing Agri-Entrepreneurship for A New Odisha’, inaugurate “Agri Vikas-2018”, in Bhubaneswar, Odisha

    Ongedaan maken
  10. heeft geretweet
    10 uur geleden

    Former two-time Congress MLA Jayanarayan Mohanty joins in-presence of BJP state president and Union minister

    Ongedaan maken
  11. ଚାରିଥର ନିର୍ବାଚନ ଜିତିବାର ଦମ୍ଭ ରଖୁଥିବା ମୁଖ୍ୟମନ୍ତ୍ରୀ ଗରୀବ ଓଡିଆ ଶ୍ରମିକ ବାହାର ରାଜ୍ୟକୁ କାମ କରିବାକୁ ଗଲା ବେଳେ ଆୟୁଷ୍ମାନ ଭାରତ ଯୋଜନାର କାର୍ଡ ଟିଏ ଥିଲେ ପାଂଚ ଲକ୍ଷ ଟଙ୍କାର ସୁବିଧା ପାଇବାରୁ କାହିଁକି ମୁଖ୍ୟମନ୍ତ୍ରୀ ବଂଚିତ କରୁଛନ୍ତି?

    Ongedaan maken
  12. ମୁଖ୍ୟମନ୍ତ୍ରୀଙ୍କୁ  ଅପାରଗ ଓ ଦୁର୍ନୀତିଗ୍ରସ୍ତ କହିଲେ ବିଜେଡି ପ୍ରବକ୍ତା ମାନେ ଦୃଢ ପ୍ରତିବାଦ କରୁଛନ୍ତି ।  ମୋ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ ନବ କଳେବର ପୂର୍ବରୁ ଆଜି ପର୍ଯ୍ୟନ୍ତ ଯେପରି ଅବ୍ୟବସ୍ଥା ମଧ୍ୟରେ ରଖିଛନ୍ତି ଏହାକୁ ଅପାରଗତା ଛଡା  ଆଉ କଣ ଶବ୍ଦ ବ୍ୟବହାର କରା ଯାଇ ପାରିବ ।

    Ongedaan maken
  13. ମୁଖ୍ୟମନ୍ତ୍ରୀ ସ୍ୱେଚ୍ଛାଚାରୀ ଓ ବ୍ୟଭିଚାରୀ ହୋଇ ଓଡିଆ ଲୋକଙ୍କର  କଷ୍ଟଲବ୍ଧ ଅର୍ଥକୁ ଦଳୀୟ ଆଧାରରେ ବାଂଟି ଦେବାର ଅପଚେଷ୍ଟା କରୁଛନ୍ତି । ପଂଚାୟତରେ କଣ କାମ ହେବ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଓ ବିଜେଡି ବିଧାୟକଙ୍କର ଲୋକ ମାନେ ହିଁ ସ୍ଥିର କରୁଛନ୍ତି ।

    Ongedaan maken
  14. ଯେଉଁ କାମ ଘୋଷଣା କରୁଛନ୍ତି ସେ କାମ କରୁଛି କିଏ । ଏହା ପାଇଁ ଟେଣ୍ଡର ହେଉଛି ନା ନାହିଁ ।  ମୁଖ୍ୟମନ୍ତ୍ରୀ ଏମଏଲଏ ମାନଙ୍କ ହାତକୁ ଟଙ୍କା ଯୋଗାଇ ଦେବା ପାଇଁ ପଂଚାୟତ, ବ୍ଲକ ଓ ଜିଲ୍ଲା ପରିଷଦର ସାମ୍ବିଧାନିକ ଅଧିକାରକୁ ହତ୍ୟା କରୁଛନ୍ତି ।

    Ongedaan maken
  15. ସମ୍ବିଧାନ ପଂଚାୟତକୁ ନିଜର ଯୋଜନାରେ ଖର୍ଚ କରିବା ପାଇଁ ସାମ୍ବିଧାନିକ ଅଧିକାର ଦେଇଛି । ବିଜେଡି ଦାବି କରୁଛି ଅଧିକାଂଶ ସରପଂଚ ଓ ପଂଚାୟତ ପ୍ରତିନିଧି ଦଳର । ମାତ୍ର ସେମାନଙ୍କ ଠାରୁ ସେମାନଙ୍କର ସାମ୍ବିଧାନିକ ଅଧିକାର ଛଡାଇ ନେଇ ମୁଖ୍ୟମନ୍ତ୍ରୀ ନିଜେ ଯୋଜନାର ଘୋଷଣା କାହିଁକି କରୁଛନ୍ତି?

    Ongedaan maken
  16. ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ନିର୍ବାଚନ ମଣ୍ଡଳୀର  ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି ଓ ରଶ୍ମି ରଞ୍ଜନ ବେଉରାଙ୍କୁ ଆଜି ଦଳରେ ସ୍ୱାଗତ କଲି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବିକାଶର ମୂଳମନ୍ତ୍ରକୁ ଲକ୍ଷ୍ୟକରି ସେମାନେ ବିଜେପି ଦଳରେ ଯୋଗଦାନ କରିଛନ୍ତି ।

    Ongedaan maken
  17. AIIMS में बोले प्रधानमंत्री नरेंद्र मोदी, 'हम सिर्फ पत्थर जड़ने नहीं, बदलाव के लिए आए हैं'

    Ongedaan maken
  18. Ongedaan maken
  19. Ongedaan maken
  20. Ongedaan maken

Het laden lijkt wat langer te duren.

Twitter is mogelijk overbelast of ondervindt een tijdelijke onderbreking. Probeer het opnieuw of bekijk de Twitter-status voor meer informatie.

    Je bent misschien ook geïnteresseerd in

    ·