Support for Naveen

@Support4Naveen

ନବୀନ ପଟ୍ଟନାୟକ is an Indian politician who is the current and 14th Chief Minister of Odisha.

Vrijeme pridruživanja: ožujak 2018.

Tweetovi

Blokirali ste korisnika/cu @Support4Naveen

Jeste li sigurni da želite vidjeti te tweetove? Time nećete deblokirati korisnika/cu @Support4Naveen

  1. ରାଜ୍ୟର ସମସ୍ତ ମାଇକ୍ର୍ରୋ ବାୟୋଲୋଜିଷ୍ଟମାନେ ହେଲେ ଏକାଠି । ଆର.ଏମ୍‌.ଆର.ସି ରେ ‘କରୋନା’ କୁ ନେଇ ଜରୁରୀ କାଳିନ ବୈଠକ ।

    Poništi
  2. 1. velj

    'କରୋନା' ଭାଇରସ ର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି | ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ମୁଖ୍ୟ ଶାସନ ସଚିବ କଲେ ବୈଠକ | – mjesto: Bhubaneswar,Orissa

    Poništi
  3. 31. sij

    5T ସଚିବଙ୍କ ୨୬ ଟି ସ୍କୁଲ ପରିଦର୍ଶନ ଗଂଜାମ ଜିଲ୍ଲାର ୨୬ ଗୋଟି ସ୍କୁଲ ପରିଦର୍ଶନ କଲେ 5T ସଚିବ | ତାରା ତାରିଣୀ ମନ୍ଦିରର ବିକାଶ ମୂଳକ କାର୍ଯ୍ୟ ଅନୁଧ୍ୟାନ କଲେ 5T ସଚିବ ଭି. କେ. ପାଣ୍ଡିଆନ |

    Poništi
  4. 31. sij

    ତାରା ତାରିଣୀ ମନ୍ଦିର ଗସ୍ତ କଲେ 5T ସଚ୍ଚିବ ଅଚାନକ ଗଂଜାମ ଗସ୍ତରେ ପହଁଚିଲେ 5T ସଚିବ | ତାରା ତାରିଣୀ ମନ୍ଦିରର ବିକାଶ ମୂଳକ କାର୍ଯ୍ୟ ଅନୁଧ୍ୟାନ କଲେ 5T ସଚିବ ଭି. କେ. ପାଣ୍ଡିଆନ |

    Poništi
  5. 31. sij

    Class X student’s eager response to 5T Secretary query on who will choose for further studies

    Poništi
  6. 31. sij

    Class X student’s eager response to 5T Secretary query on who will choose for further studies

    Poništi
  7. 30. sij

    ଓୟୁଏଟିରେ ବାର୍ଡ ଫ୍ଲୁ ସ୍ଥିତି ସମୀକ୍ଷା କଲେ ୩ ଜଣିଆ କେନ୍ଦ୍ରୀୟ ଟିମ୍‌ ବାର୍ଡ ଫ୍ଲୁ କୁ ନେଇ ଭୟଭୀତ ନ ହେବାକୁ ଲୋକଙ୍କୁ ପରାମର୍ଶ ଦେଲେ

    Poništi
  8. 29. sij
    Poništi
  9. 28. sij

    କରୋନା ଭାଇରସର ମୁକାବିଲା ନେଇ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ ସମସ୍ତ ଜିଲ୍ଲାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସଚେତନ କରାଇଲେ ସ୍ୱାସ୍ଥ୍ୟ ସଚିବ । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୋସିଆଲ ମିଡିଆ ମାଧ୍ୟମରେ କରାଯାଉଛି ବ୍ୟାପକ ସଚେତନ ।

    Poništi
  10. 27. sij

    କରୋନା ଭୂତାଣୁର ମୁକାବିଲା ନେଇ ପ୍ରସ୍ତୁତ ଅଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । କ୍ୟାପିଟାଲ ମେଡିକାଲ, ଏସସିବି, ଝାରସୁଗୁଡା ଓ ବୁର୍ଲା ମେଡିକାଲରେ ଖୋଲାଯାଇଛି ସ୍ୱତନ୍ତ୍ର ୱାର୍ଡ ।

    Poništi
  11. 23. sij

    ଏସ୍‌.ସି.ବି କୁ ମିଳିବ ନୂଆ ରୂପ ଆସନ୍ତା ମାର୍ଚ୍ଚରେ ହେବ କଟକ ଏସ୍‌. ସି.ବି ମେଡିକାଲର ଉନ୍ନତିକରଣ । ସ୍ଥିତି ସମୀକ୍ଷା ପରେ କଟକ ହାଡିଆପଠା ଠାରେ ପହଞ୍ଚି ପ୍ରସ୍ତାବିତ ପ୍ରକଳ୍ପର ନକ୍ସା ଦେଖିଲେ ମୁଖ୍ୟମନ୍ତ୍ରୀ ।

    Poništi
  12. 21. sij

    ଡାକ୍ତରଙ୍କ ମହାନ ପଣ: ପ୍ରସୂତୀ ମହିଳାଙ୍କୁ ଭାରରେ ବୋହିଲେ ଡାକ୍ତର

    Poništi
  13. 21. sij

    ପଶ୍ଚିମ ଓଡିଶାରେ ହେବ କ୍ୟାନ୍‌ସର ହସ୍ପିଟାଲ

    Poništi
  14. 20. sij

    ଟ୍ୟାକ୍ସ ଆଦାୟ କ୍ଷେତ୍ରରେ ଓଡ଼ିଶା ହେବ ୧ ନଂ More Details:

    Poništi
  15. proslijedio/la je Tweet

    Jai Jagannath 🙏 Always happy to visit Srimandir of Puri and pray for the well-being of people of . Reviewed the ongoing infra projects & thankful to people for their continued support to the heritage & infra projects to transform the spiritual town to .

    Poništi
  16. 16. sij

    ଶ୍ରୀକ୍ଷେତ୍ର ହେବ ଆହୁରି ସୁନ୍ଦର ଶ୍ରୀକ୍ଷେତ୍ର ପାଇଁ ରାଜ୍ୟ ସରକାରଙ୍କ ଯୋଜନା ଆଉ ପାଦେ ଆଗେଇଲା । ୭ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ୭ ଟି ପ୍ରକଳ୍ପ ପାଇଁ ବ୍ୟୟ ହେବ ୫୧୦ କୋଟି ।

    Poništi
  17. 16. sij

    ଘର ପାଖରେ ମିଳିବ ଚକ୍ଷୁ ଚିକିତ୍ସା ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆନ୍ତରିକ ପ୍ରୟାସ । ଭ୍ରାମ୍ୟମାଣ ଚକ୍ଷୁରୋଗ ନିରୁପାଣ ଭ୍ୟାନ୍ ‘ପଶ୍ୟନ୍ତୁ’ ର ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

    Poništi
  18. proslijedio/la je Tweet
    9. sij

    In continuation to the special drive on promotions, CM has directed depts to hold such drives every December & also directed ACSs of various depts to hold Promotion Adalats in last week of January to resolve cases that are eligible & due but not done.

    Poništi
  19. 9. sij

    ସୂର‌୍ୟ୍ୟମନ୍ଦିର ପରିଦର୍ଶନ ସହ ସୌନ୍ଦର‌୍ୟ୍ୟ କରଣ ଓ ପାରିପାଶ୍ୱିକ ବିକାଶର ନକ୍ସା ଦେଖିଲେ ୫ଟି ସଚିବ ।

    Poništi
  20. 6. sij

    ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ‘ମୋ ସରକାର’ ର ମହାପ୍ରଭାବ

    Poništi

Čini se da učitavanje traje već neko vrijeme.

Twitter je možda preopterećen ili ima kratkotrajnih poteškoća u radu. Pokušajte ponovno ili potražite dodatne informacije u odjeljku Status Twittera.

    Možda bi vam se svidjelo i ovo:

    ·