Opens profile photo
Follow
Naveen Patnaik
@Naveen_Odisha
Chief Minister of Odisha; President, Biju Janata Dal.
Bhubaneswar, Odishabjdodisha.org.in/naveen-patnaik/Born October 16Joined September 2015

Naveen Patnaik’s Tweets

Glad to meet and interact with the state toppers of #NEET2023. Encouraged them to achieve bigger milestones in their academic career. Congratulations to all the students who qualified #NEET2023 from #Odisha this year. Wish them all the very best.
Image
67
979
ପ୍ରସ୍ତୁତ ହେଉଛି ରଥ, ପ୍ରସ୍ତୁତ ହେଉଛି ପଥ। ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଢୁଛି ଉତ୍ସାହ। ଜୟ ଜଗନ୍ନାଥ 🙏🏼
Image
Image
Image
Image
47
1,480
ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ପ୍ରକୃତି, ଧରିତ୍ରୀ ଏବଂ ନାରୀଙ୍କ ପ୍ରତି ସମ୍ମାନର ପ୍ରତୀକ ଏହି ମହାନ ପର୍ବରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସର ସହ ସାମିଲ ହୁଅନ୍ତୁ। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ବାର୍ତ୍ତାବହ ରଜ ପର୍ବ ଅବସରରେ ସମସ୍ତଙ୍କ ସୁଖ ଓ କଲ୍ୟାଣମୟ ଜୀବନ କାମନା କରୁଛି। #ରଜ
82
1,404
ପିଲାମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ତଥା ପୁଷ୍ଟି ନିରାପତ୍ତା ପାଇଁ ମଧ୍ୟାହ୍ନ ଭୋଜନର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟର ୫୦,୦୦୦ ରୁ ଅଧିକ ସ୍କୁଲରେ ୪୫ ଲକ୍ଷରୁ ଅଧିକ ପିଲା ପଢୁଛନ୍ତି। ମା' ପରି ଏ ସବୁ ପିଲାମାନଙ୍କର ଖାଇବା ଦାୟିତ୍ୱ ବୁଝୁଥିବା ପାଚିକା ଓ ସହାୟିକାମାନଙ୍କ ନିକଟରେ ସାରା ସମାଜ ଋଣୀ। ରାଜ୍ୟର… Show more
Image
Image
Image
Image
54
899
ପୁରୀର ଜନସାଧାରଣ, ମହାପ୍ରଭୁଙ୍କ ସେବାୟତ, ପ୍ରଶାସନ,ପୁଲିସ ସମସ୍ତଙ୍କ ସେବା ଓ ସମର୍ପଣ ମନୋଭାବ ହିଁ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ସଫଳ କରିବ। ମହାପ୍ରଭୁଙ୍କ ଆଶୀର୍ବାଦ ସବୁବେଳେ ଆମ ସାଥୀରେ ରହିଛି। #JaiJagannatha 🙏
Image
10
493
Show this thread
ଠିକ୍ ସମୟରେ ମହାପ୍ରଭୁଙ୍କ ନୀତି ପାଳନ କରାଯିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ପୁରୀକୁ ଆସୁଥିବା ଭକ୍ତମାନଙ୍କ ସୁରକ୍ଷା ଓ ଅନ୍ୟ ସୁବିଧା ସହ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ଦରକାର। ଦେଶ,ବିଦେଶରୁ ଆସୁଥିବା ଭକ୍ତମାନେ ଯେପରି ଭଲ ଅନୁଭବ ନେଇ ଫେରିବେ ସେଥିପ୍ରତି ଯତ୍ନବାନ ହେବାକୁ ସମସ୍ତଙ୍କୁ କହିଲି।
Image
10
501
Show this thread
ମହାପ୍ରଭୁ ଓଡ଼ିଆ ଜାତିର ଶ୍ରେଷ୍ଠ ପରିଚୟ। ସାରା ବିଶ୍ୱ ମହାପ୍ରଭୁଙ୍କ ରଥଯାତ୍ରାକୁ ଚାହିଁ ରହିଥାଏ। ମହାପ୍ରଭୁଙ୍କ ରଥଯାତ୍ରା ସୁରୁଖୁରୁରେ ଶେଷ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଶ୍ରୁଙ୍ଖଳିତ ରଥଯାତ୍ରା ଆୟୋଜନ ନେଇ ସମନ୍ଵୟ କମିଟି ବୈଠକରେ ଆଲୋଚନା କଲି। #JaiJagannatha 🙏
Image
40
848
Show this thread
Congratulate young Indian Women’s Team on winning 2023 Women's Hockey Junior Asia Cup in Japan by defeating South Korea 2-1. May the team continue its winning streak & bring more glory for the country. Wish the team all the very best for future. #OdishaForHockey
Quote Tweet
Indian team celebrates after defeating South Korea 2-1 to clinch their maiden Women's Junior Hockey Asia Cup in Kakamigahara, Japan. @TheHockeyIndia #OdishaForHockey
Embedded video
0:10
11.5K views
46
1,618
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ଲେଖିକା ନନ୍ଦିନୀ ଶତପଥୀଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ରାଜ୍ୟକୁ ବିକାଶ ମାର୍ଗରେ ଆଗେଇ ନେବା ସହ ଓଡ଼ିଆ ଭାଷା ଓ ସାହିତ୍ୟ ଜଗତକୁ ସମୃଦ୍ଧ କରୁଥିବା ତାଙ୍କ କାଳଜୟୀ ସୃଜନସୃଷ୍ଟି ପାଇଁ ସେ ସର୍ବଦା ସ୍ମରଣୀୟ।
Image
41
1,018
ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଜୀବନରେ ସଫଳ ହେବାର ଲକ୍ଷ୍ୟ ନେଇ ସମସ୍ତେ ଆଗକୁ ବଢ଼ନ୍ତୁ। ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।
Image
42
803
Oceans are the lungs of our #Earth, source of water, and home to millions of marine creatures, plants & organisms. Oceans provide us food, medicine & regulate Earth's climate. On #WorldOceansDay, let’s pledge to keep beaches along #Odisha coast plastic-free.
Image
38
1,253
ଯାଜପୁର ରୋଡ ଷ୍ଟେସନ ଟ୍ରେନ ଅଘଟଣ ଖବର ଦୁଃଖଦାୟକ। ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।
85
1,196
There are many victims of #Bahanaga train tragedy still to be identified. Urge everyone to come forward to help in the identification of victims. Request everyone to spread the word. For more details, call the toll free number 1929.
88
4,522
Environment plays a crucial role for existence of human being on the shared planet Earth. On #WorldEnvironmentDay, let’s all pledge to protect and respect mother Earth by planting more trees and cutting down on carbon footprints.
Image
49
1,293
ପବିତ୍ର ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହୁ। ଜୟ ଜଗନ୍ନାଥ🙏
Image
83
2,224
ବାଲେଶ୍ୱର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ବିଷୟରେ ଜାଣି ମୁଁ ଚିନ୍ତିତ। ଏହା ବାସ୍ତବରେ ଅତ୍ୟନ୍ତ ମର୍ମନ୍ତୁଦ ଦୁର୍ଘଟଣା। ଘଟଣାସ୍ଥଳକୁ ରାଜସ୍ୱ ମନ୍ତ୍ରୀ ଓ ଏସଆରସି ଗସ୍ତ କରି ସମସ୍ତ କାର୍ଯ୍ୟର ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛି। ସମସ୍ତଙ୍କୁ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରାଯିବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।
245
4,121
Congratulate Strategic Forces Command for carrying out successful training launch of Agni-1 ballistic missile from APJ Abdul Kalam Island, off the #Odisha coast. The missile, with its high degree of precision strike capability, will enhance India's strategic deterrent capability.
36
1,054
Congratulate the Indian Junior Men's Hockey team on winning #JuniorAsiaCup 2023 by defeating Pakistan in a thrilling final in Oman. May the Indian team continue their winning streak and make the country proud. Wish them all the best. #OdishaForSports
Quote Tweet
𝐂𝐡𝐚𝐦𝐩𝐢𝐨𝐧𝐬 𝐓𝐞𝐚𝐦 𝐈𝐧𝐝𝐢𝐚 🇮🇳 Heartiest congratulations to the boys for retaining the #JuniorAsiaCup 2023 trophy 🏆by defeating #Pakistan with a margin of 2-1 in a nerve wracking match at Salalah,Oman. You made the country proud. 🥳
Image
Image
50
1,621
Congratulate Dr. Mrutyunjay Mohapatra, Director of , on being elected as 3rd Vice-President of . I am sure, with his vast experience in Meteorology, he will continue to scale new heights and make #Odisha & the country proud. Wish him a successful tenure ahead.
76
1,517
Parents are the guiding light and they shower unconditional love and make selfless sacrifices to raise, protect & nurture children to become responsible citizens. On #GlobalDayOfParents, let's express our heartfelt thanks to the icons of purest love, commitment and sacrifice.
Image
51
1,142
ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାର କୃତୀ ଛାତ୍ରଛାତ୍ରୀଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ପରୀକ୍ଷା ଫଳାଫଳ ନିର୍ବିଶେଷରେ ସମସ୍ତେ ଜୀବନରେ ସଫଳ ହେବାର ଲକ୍ଷ୍ୟ ନେଇ ଆଗକୁ ବଢ଼ନ୍ତୁ। ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।
Image
46
762
ଜଗନ୍ନାଥ ସଂସ୍କୃତିର ମହାନ ବାର୍ତ୍ତାବହ, ଭଜନ ସମ୍ରାଟ ଭିକାରୀ ବଳଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ନିଜ ସୁମଧୁର ଓ ଆବେଗଭରା ଭଜନ ଓ ଜଣାଣରେ ସେ ସର୍ବଦା ଜୀବନ୍ତ। ଜଗନ୍ନାଥ ସଂସ୍କୃତିର ପ୍ରସାର ସହ ଓଡ଼ିଆ ଭକ୍ତି ସଙ୍ଗୀତ ଜଗତ ପ୍ରତି ତାଙ୍କ ଅବଦାନ ଅତୁଳନୀୟ।
Image
62
955
ପବିତ୍ର ଶୀତଳ ଷଷ୍ଠୀ ତଥା ଶିବ ବିବାହ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଦେବ ଦମ୍ପତ୍ତିଙ୍କ ଆଶୀର୍ବାଦରୁ ପ୍ରତିଟି ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ।
Image
51
1,174
Glad to meet Kasturi Panda who successfully cleared Civil Services Examination 2022. Congratulate all the successful candidates from #Odisha who have cleared the examination conducted by #UPSC. Wish all of them bright careers ahead.
Image
102
2,831
ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ଓଡ଼ିଶାର ପ୍ରଗତି ଏବଂ ଗରିବ, ଅସହାୟ ଲୋକଙ୍କ କଲ୍ୟାଣ ପାଇଁ ତାଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ସର୍ବଦା ପ୍ରେରଣାଦାୟୀ।
Image
28
893
Congratulate all the successful candidates from #Odisha who have cleared #UPSC examination. May they work with dedication to take welfare initiatives and citizen centric programmes to the grassroots. Wish them bright careers ahead.
96
1,650
କ୍ଯାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ମନ୍ତ୍ରୀ ପରିଷଦର ୩ ନୂଆ ସଦସ୍ୟଙ୍କୁ ମୋର ଶୁଭେଚ୍ଛା। ଲୋକଙ୍କ କଲ୍ୟାଣ ତଥା ନୂଆ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କ ସହଯୋଗ କାମନା କରୁଛି। #Odisha
72
879
Protection of biological resources & biodiversity is crucial to support life on planet Earth. On International #BiodiversityDay, let’s all reaffirm pledge to foster harmonious relationship with nature and protect biodiversity for a better future for mankind.
Image
45
864
Humble tributes to great social reformer #RajaRamMohanRoy on his birth anniversary. He will be remembered for his invaluable contribution towards women's emancipation, modern education, and his crusade against religious orthodoxy.
Image
38
969
On World Day for #CulturalDiversity for Dialogue and Development, let’s accept and celebrate the cultural diversity existing in society. Accepting each other's cultures and fostering mutual understanding are essential for a peaceful world and inclusive society.
Image
30
652
ଅଖ ଚକ ଯୋଡ଼ା ସରିଲାଣି, ଭକତଙ୍କ ଆବେଗ ବଢ଼ିଲାଣି ଜୟ ଜଗନ୍ନାଥ 🙏
Image
Image
Image
Image
201
2,809
Congratulate Odia hockey player #DeepGraceEkka on completing 250 Int'l Caps during Indian team's tour to Australia. May she achieve bigger milestones in her sporting career & make #Odisha & #India proud. Wish her all the best for future. #OdishaForSports
Quote Tweet
A huge round of applause for #Odisha’s Deep Grace Ekka, ace defender and vice-captain of the Indian Eves, on reaching the milestone of 250 international matches as she plays against Australia today at Mate Stadium, Adelaide 🏑💙. #OdishaForSports
Image
24
546